Video : Adhar Card – Face Book – Angel Priya – Sukuti Sahu || Sarthak’s Newyear Movie – LAILA O LAILA

ଆଜି କାଲି ସବୁ Duplicate.. ଚାଉଳ, ଡାଲି.ଅଟା,ଅଣ୍ଡା ସବୁକିଛି ନକଲି.. ଏମିତିକି ପ୍ରେମ ବି ନକଲି.. ନକଲି ଜିନିଷ ରେ ଭରପୁର ଦୁନିଆ ରେ ସମ୍ପର୍କ ବି ନକଲି, ଖାଲି ସେତିକି ନୁହଁ Facebook,Whatsapp ରେ photo, Profile ସବୁକିଛି ନକଲି.. ସେଇଥିପାଇଁ ଜଣା ପଡୁନି କିଏ Angel Priya.. କିଏ ଶୁକୁଟି ସାହୁ ...!!

0
6473

✽Song : Adhar Card Re Sukuti Sahoo
✽Film : Laila O Laila
✽Singer : Humane Sagar
✽Lyrics : Dr. Nirmal Nayak
✽Music Director : Baidyanath Dash
✽ Recorded At: Sarthak Music Studio.

✽ Voice Dubbing & Mixing By : Swapnajit Sabat & Munna at Sarthak Music Studio
✽ Mastering By : Sitaram Agrawal & Swapnajit Sabat at Sarthak Music Studio
✽Banner : Sarthak Music
✽Producer : Sitaram Agrawal
✽Music Label : Sarthak Music
✽Radio Partner-91.9 Sarthak FM

Lyrics :-

ତା’ର Duplicate Photoକୁ
Duplicate ଓଠ..
ତା’ରି ପାଇଁ ହେଇଗଲେଣି ଲକ୍ଷେ ପୁଅ ନଷ୍ଟ
ତା’ I Love you ଚାଇନା ମାଲ୍ ପୁରା ନକଲି
ଥରେ ଆଧାର କାର୍ଡ Link ହଉ Facebookରେ ଖାଲି…
ଜଣାପଡିବ Angel ପ୍ରିୟା ଶୁକୁଟି ସାହୁ ବୋଲି…

ଯେବେ ଯେବେ Angel ପ୍ରିୟା ଛାଡିଦିଏ DP..
ରାତି ଅଧରେ ପୁଅଙ୍କର ବଢ଼ିଯାଏ BP..
ଶହ ଶହ Like ଆସେ Hi cute Baby..
Comment କରି ଲେଖେ କିଏ କୁଲଫି ଖୁଆଇନେବି..
Net-pack ପକେଇ ଟୋକା ମରନ୍ତି Daily Daily..
ଥରେ ଆଧାର କାର୍ଡ Link ହଉ Facebookରେ ଖାଲି…
ଜଣାପଡିବ Angel ପ୍ରିୟା ଶୁକୁଟି ସାହୁ ବୋଲି…

Facebook ନୁହଁ ଏତ Fakebook ଭାଇ..
ଅଜାଣତରେ ଅଜାର ହୁଏ Girl-friend ଆଈ..
Facebook ଆସିଲା ଦିନୁ ନିଜର ଥରେ ପକା..
ଝିଅମାନେ ଭାଉ ଖାଆନ୍ତି ପୁଅ ଖାଆନ୍ତି ଧୋକା..
କାରଣ ତାର ଅଟା ମହଂଗା Data ଶସ୍ତା ବୋଲି..
ଥରେ ଆଧାର କାର୍ଡ Link ହଉ Facebookରେ ଖାଲି…
ଜଣାପଡିବ Angel ପ୍ରିୟା ଶୁକୁଟି ସାହୁ ବୋଲି…

Watch Studio Version