ATM Looter Arrested While Watching Bahubali-2 in Odisha

‘ବାହୁବଳୀ-୨’ ଫିଲ୍ମ ଦେଖିବାର ମଜା ହେଲା ସଜା। ପୋଲିସ୍ ହାତରେ ଧରାପଡ଼ିଛି ସିରିଏଲ ଏଟିଏମ୍ ଲୁଟେରା ସମ୍ଭବ ଆଚାର୍ଯ୍ୟ। ବର୍ଷେ ହେବ ପୋଲିସକୁ ଚକ୍‌ମା ଦେଇ ଖସି ଯାଉଥିଲା ସମ୍ଭବ। ତେବେ ସେ କ୍ରମାଗତ ଭାବେ ଥିଲା ପୋଲିସର ରାଡାର୍‌ରେ ।ଗତକାଳି ସମ୍ଭବର ଫୋନ୍ ଟ୍ରାକିଂ ବେଳେ ସହିଦନଗର ଏକ ସିନେମା ହଲରେ ଥିବା ଜଣାପଡିଥିଲା। ସେ କେଉଁ ହଲ୍‌ରେ ଅଛି ସେ ସଂପର୍କରେ ସୂଚନା ମିଳିବା ପରେ ତାକୁ ଧରିବା ଲାଗି ଜାଲ ବିଛାଇଥିଲା କମିଶନରେଟ୍ ପୋଲିସ। ଲୋକ ଭିଡ଼ ଭିତରେ ତାକୁ ଧରିବା ସମ୍ଭବ ନ ଥିବାରୁ ପୋଲିସ କର୍ମଚାରୀ ସାଦା ପୋଷାକରେ ଫିଲ୍ମ ଦେଖିବା ସହ ସୁଯୋଗ ଅପେକ୍ଷାରେ ଥିଲା। ଫିଲ୍ମ ମଧ୍ୟାନ୍ତର ବେଳେ ସମ୍ଭବ ଜୁସ୍ ପିଇବାକୁ ପଦାକୁ ଆସିଥିଲା। ସେହି ସମୟରେ ତାକୁ ପୋଲିସ କାବୁ କରିନେଇଥିଲା।

0
5484

Bhubaneswar: The temptation of watching Bahubali- 2 proved to be the undoing of a most-wanted ATM robber who was arrested by the Commissionerate police while watching the movie in a theater here today.

Sambhav Acharya, who is wanted in over 50 cases of theft & loot from ATMs, had come to watch Bahubali- 2 movie when he was arrested by special squad of the Commissionerate Police.

According to reports, the police team scooped upon Sambhav during interval break of the movie when the latter had come out to buy some snacks. The cops also seized some cash and ATM cards from his possession.

DCP Satyabrata Bhoi said Sambhav is involved in over 50 ATM loot incidents. Several cases are pending against him at various police stations in Bhubaneswar and other districts. He was earlier arrested by the Khandagiri police for similar offence.