Badambadi bus terminus is all set to get a massive makeover

ଭୁବନେଶ୍ୱର/କଟକ: ବଦଳିବ ବାଦାମବାଡି ବସଷ୍ଟାଣ୍ଡର ରୂପରେଖ। କଟକ ଗୋପାଳପୁରରେ ହେବ ଇଣ୍ଟରଷ୍ଟେଟ୍ ବସ୍ ଟର୍ମିନାଲ୍। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ବଦଳିବ ବାଦାମବାଡି ବସ୍ ଷ୍ଟାଣ୍ଡର ଚିତ୍ର। ଅତ୍ୟାଧିୁନିକ ଶୈଳୀରେ ତିଆରି ହେବ ବସ୍‌ଷ୍ଟାଣ୍ଡ। ଯାତ୍ରୀଙ୍କ ପାଇଁ ରହିବ ସବୁ ସୁବିଧା। ଏନେଇ ପରିବହନ ବିଭାଗ ପକ୍ଷରୁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ୩ କୋଟି ୩ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ଓଡିଶା ପୋଲିସ୍ ହାଉସିଂ ୱେଲଫେୟାର କର୍ପୋରେସନ୍ ଏହି ବସ୍‌ଷ୍ଟାଣ୍ଡ ନିର୍ମାଣ କରିବ। ଏଥିପାଇଁ ଏକ କୋଟି ୬ଲକ୍ଷ ଟଙ୍କା ଆଗୁଆ ପ୍ରଦାନ କରାଯାଇଛି। ଅଗଷ୍ଟ ୧୯ରେ ଟେଣ୍ଡର ଓପନ୍ କରାଯିବ। ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ସୁଦ୍ଧା କାମ ଆରମ୍ଭ ହୋଇ ଆସନ୍ତାବର୍ଷ ଜାନୁଆରୀରେ ଏହା ଶୁଭାରମ୍ଭ ହେବ। ଏନେଇ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ସୂଚନା ଦେଇଛନ୍ତି।

0
896

Cuttack: After hanging in balance for long, Badambadi bus terminus is all set to get a massive makeover as the government has targeted to complete the repair and renovation works by January 2018.

Transport minister Nrusingha Charan Sahu on Thursday informed that already Rs 1.06 crores have been deposited with Odisha Police Housing and Welfare Corporation (OPHWC) and the work is expected to start in the second week of September.

Official sources said a total of Rs 3 crore will be spent under the ambitious makeover plan which includes addressing basic problems that have been plaguing the Badambadi, the busiest bus terminus of the State.

The bus terminus will get an attractive waiting lounge, spic and span urinals, safe drinking water facility and a proper bus bay. A hygienic and eye-catching restaurant will also be opened to ensure good food for passengers. Dormitories will also be built where passengers can rest.

Though Private Bus Owners Association has welcomed such decision of the State government, residents have expressed apprehensions about timely completion of the project as similar plans have remained in pen and paper so far.

 

LEAVE A REPLY