Bhubaneswar City public bicycle sharing system will have 1,200 cycles & 120 stations

ସ୍ମାର୍ଟ ସିଟି ଭୁବନେଶ୍ୱରର ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଲୋକ ଯେପରି ସାଇକେଲ୍‌ରେ ଯାତାୟାତ କରିବେ ସେଥିପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ‘ପବ୍ଲିକ ସାଇକେଲ୍‌ ସେୟାରିଂ’ ଯୋଜନା ଆରମ୍ଭ ହେବ। ଏଥିରେ ଲୋକଙ୍କୁ ହାତପାହନ୍ତାରେ ସାଇକେଲ ଯୋଗାଇ ଦିଆଯିବ। ଲୋକ ଟ୍ରେନ୍‌, ବସ୍‌, ସିଟି ବସ୍‌ ଓ ଅଟୋରୁ ଓହ୍ଲାଇଲେ ଯେପରି ଘର କିମ୍ବା ଯେକୌଣସି ସ୍ଥାନକୁ ସହଜରେ ଯାଇପାରିବେ ସେଥିପାଇଁ ସାଇକେଲ୍‌ ବ୍ୟବହାର କରିପାରିବେ। ସାଇକେଲ୍‌ ନେବା ପାଇଁ କୌଣସି ପ୍ରକାର ନଗଦ କାରବାର କରିବାକୁ ପଡ଼ିବ ନାହିଁ। ସଂପୂର୍ଣ୍ଣ ସ୍ୱୟଂଚାଳିତ ପ୍ରକ୍ରିୟାରେ ହେବ ସାଇକେଲ୍‌ ସେୟାରିଂ ବ୍ୟବସ୍ଥା। ଆର୍‌ଏଫ୍‌ଆଇଡି୍‌ ଦ୍ୱାରା ଟ୍ୟାଗ୍‌ ହୋଇଥିବା ସାଇକେଲ୍‌ ଗୁଡ଼ିକୁ ଚୋରି କରି ହେବ ନାହିଁ। ଜିପିଏସ୍‌ ପଦ୍ଧତିରେ ସାଇକେଲ୍‌ କେଉଁଠି ଅଛି ଟ୍ରାକ୍‌ କରିହେବ।

0
2918

Good news for citizens of the No. 1 Smart City, on its foundation day. In order to fulfil its commitment towards facilitating non-motorised transport (NMT), the Temple City has done its ground work for the environment-friendly Public Bicycle Sharing (PBS) system, in which there will be 1,200 cycles and 120 cycle docking stations across the city.
While the city will be divided into four major zones i.e. educational institutions, heritage district, central business district and residential colonies, BDA, BMC and Bhubaneswar Smart City Limited (BSCL) will implement the cycle sharing project and World Resource Institute (WRI) and Bhubaneswar Urban Knowledge Centre will be knowledge partners for the same to make the city more greener and less burdened with carbon emissions.