Bollywood actress Urmila embarrassed at airport parking for Rs 55

ସୂଚନା ଅନୁଯାୟୀ ଓଡ଼ିଶା ଫିଲ୍ମଫେୟାର ଆୱାର୍ଡ଼ ପାଇଁ ଭୁବନେଶ୍ୱର ଆସିଥିଲେ ଉର୍ମିଳା। ତାଙ୍କୁ ନେବା ପାଇଁ ପ୍ରଡକ୍ସନ ହାଉସ ଟିମ ବି ଯାଇଥିଲା। ପ୍ରଡକ୍ସନ ଟିମ୍‌ର ଗାଡ଼ି ପାର୍କିଂ ଫି ଦେଇ ଆଗେ ପଳାଇ ଯାଇଥିଲା। ତେବେ ପଛରେ ଆସୁଥିବା ଉର୍ମିଳାଙ୍କ ଗାଡ଼ି ପାର୍କିଂ ଗେଟରେ ଅଟକିବାକୁ ପଡ଼ିଥିଲା। ପାର୍କିଂ ଫି ପାଇଁ ୫୫ ଟଙ୍କା ଦେବାକୁ ଷ୍ଟାଣ୍ଡ କର୍ମଚାରୀ ମାଗିଥିଲେ। ହେଲେ ଉର୍ମିଳା ନା ତାଙ୍କ ଡ୍ରାଇଭର କେହି ହେଲେ ୫୫ ଟଙ୍କା ଦେବାକୁ ରାଜି ହୋଇ ନଥିଲେ। ବଲିଉଡର ଏତେବଡ଼ ଦାମୀ ଷ୍ଟାର ହେଲେ ମଧ୍ୟ ୫୫ ଟଙ୍କା ଦେବାକୁ କୁଣ୍ଠାବୋଧ କରିଥିଲେ। ପ୍ରାୟ ୧୫ ମିନିଟ ପର୍ଯ୍ୟନ୍ତ ଷ୍ଟାଣ୍ଡ କର୍ମଚାରୀଙ୍କ ସହ ଉର୍ମଳାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।

0
13702

Bhubaneswar: Rangeela girl, Bollywood actress Urmila Matondkar had to be embarrassed for Rs 55 after she had a heated argument with the parking fee collectors at Bhubaneswar airport today. She is in the city for an Odia film award show.

When Urmila reached the city in the afternoon, the host of the award ceremony was present at the airport to receive her. However, the organisers went past the parking fee collection point and when it was the turn of the vehicle in which the Bollywood actress was seated, the fee collectors demanded her to pay Rs 55 as per the parking time.

As per sources, the actress initially refused to do so and after a 15 minute argument with the fee collectors she paid Rs 55. The embarrassed actress was upset about the lack of concern from the organisers.

Urmila is here for the Odisha Film Fair award at Utkal Mandap today.

also read – Urmila to be guest at Odisha Film Award