Cuttack Bali Jatra from November 4

ନଭେମ୍ବର ୪ରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା । ଚଳିତବର୍ଷ ନଭେମ୍ବର ୪ତାରିଖରୁ ୧୦ତାରିଖ ପର୍ଯ୍ୟନ୍ତ ୭ଦିନ ଧରି ଚାଲିବ ବାଲିଯାତ୍ରା । କଟକ ବାଲିଯାତ୍ରା ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଛି ।ତେବେ ଚଳିତଥର ବାଲିଯାତ୍ରାରେ ଷ୍ଟଲ ପକାଉଥିବା ପୁରୁଣା ବେପାରୀଙ୍କୁ ପ୍ରଥମେ ସୁଯୋଗ ଦିଆଯିବ । ପୁରୁଣା ବେପାରୀଙ୍କୁ ଷ୍ଟଲ ବିତରଣ ସରିବା ପରେ ନୂଆ ବେପାରୀଙ୍କୁ ଷ୍ଟଲ ଦିଆଯିବ । ତେବେ ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ଷ୍ଟଲର ଦାମରେ ବୃଦ୍ଧି ଘଟିଛି । ଚଳିତବର୍ଷ ଷ୍ଟଲର ମୂଲ୍ୟ ବର୍ଗଫୁଟ ହିସାବରେ ୨୨ ଟଙ୍କାରୁ ୨୪ ଟଙ୍କାକୁ ବୃଦ୍ଧି ପାଇଛି ।

0
740

Cuttack: The annual Bali Jatra festival will start on two grounds adjacent to the Mahanadi embankment on November 4 this year and will continue till November 11.

Around 1400 stalls will come up during the Bali Jatra, which commemorates the ancient maritime traditions of Odisha, covering an area of 47 acres, comprising 37 acres of lower ground and 10 acres of upper ground.

Officials of the Cuttack district administration and Cuttack Municipality Corporation (CMC) visited the grounds today.

The stall rentals for traders have been increased by Rs 2 per square feet from Rs 22 last year to Rs 24 per square feet this year.