Get a glimpse of Baahubali at Nandankanan

ନନ୍ଦନକାନନ ପାଇଁ ଖୁସିର ଦିନ। ବାଘୁଣୀ ବିଜୟା, ମେଘା ଓ ସ୍ନେହା ଜନ୍ମ ଦେଇଥିବା ୭ ଛୁଆଙ୍କ ନାମକରଣ ଆଜି କରାଯାଇଛି। ସେମାନଙ୍କ ମଧ୍ୟରୁ ଗୋଟିଏ ଛୁଆର ନାଁ ‘ବାହୁବଲୀ’ ରଖାଯାଇଛି। ଏଥିପାଇଁ ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକମାନଙ୍କଠାରୁ ମତାମତ ନିଆଯାଉଥିଲା। ୫୨ ପ୍ରତିଶତରୁ ଅଧିକ ପର୍ଯ୍ୟଟକ ବାହୁବଲୀ ନାମ ସୁପାରିଶ କରିଥିଲେ। ପର୍ଯ୍ୟଟକଙ୍କ ପ୍ରସ୍ତାବକୁ ସମ୍ମାନ ଜଣାଇ ନନ୍ଦନକାନନ କର୍ତ୍ତୃପକ୍ଷ ଗୋଟିଏ ବାଘ ଛୁଆର ନାଁ ବାହୁବଲୀ ରଖିଛନ୍ତି। ଅନ୍ୟ ବାଘ ଛୁଆଙ୍କ ନାଁ ହେଲା କୁନ୍ଦନ, ସାହିଲ, ଆଦ୍ୟାଶା, ଚିନୁ, ଭିକି ଓ ମୌସୁମୀ। ଏବେ ବିଜୟା ଓ ମେଘାଙ୍କ ପିଲାଙ୍କୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଏନ୍‌କ୍ଲୋଜରରେ ଛଡ଼ା ଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ସ୍ନେହାର ଛୁଆଙ୍କୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଏନ୍‌କ୍ଲୋଜରକୁ ଛଡ଼ାଯିବ।

0
3771

Bhubaneswar: The christening ceremony of a new born tiger cub at the Nandankanan zoo coincided with the stupendous box-office success of ‘Baahubali 2” by naming it after the movie’s protagonist.

Among 4 new born tiger cubs, the zoo authorities has named one as Baahubali at a function attended by Forest and Environment Minister Bijayshree Routray here today.

Besides, three melanistic tigers were born at the state zoo. The melanistic tigers are born purely due to genetic reasons and the increased development of melanin pigment in the body causes black stripes.

The park attracted huge footfalls after a white tigress named Sneha had given birth to three male and one female cub- Subhranshu, Krishna, Snehashish and Ani on July 28, 2014.