HUGE DISCOUNTS ON BIKES TO CLEAR BS-III STOCKS IN ODISHA

ବିଏସ-ଥ୍ରୀର ପ୍ରଭାବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବାଇକ୍ ବାଜରରେ ଚଡକ । ବିଏସଥ୍ରୀ ଇଂଜିନ ଗାଡି ରେଜିଷ୍ଟ୍ରସନ୍ ପାଇଁ ଥିବା ଡେଡଲାଇନ୍ ଆଜି ସରୁଛି । ଯାହାର ପ୍ରଭାବରେ ବଜାରରେ ପାଖାପାଖି ଅଧା ଦାମରେ ମିଳୁଛି ବାଇକ୍ । ବିଏସ୍ ଥ୍ରୀ ଯାନ ବିକ୍ରି ନିଷେଧ ପରେ ଶସ୍ତାରେ ଗାଡି ବିକୁଛନ୍ତି କଂପାନୀ । ମୋଟରଯାନ ନିର୍ମାତା କଂପାନୀ ଗାଡି ଉପରେ ଅଫର ବର୍ଷା କରୁଛନ୍ତି । ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତିରେ ଗାଡି ଦେଉଛନ୍ତି କଂପାନୀ ।

0
7753

It is raining discounts for consumers as two-wheeler majors Hero MotoCorp, HMSI, Bajaj Auto and Suzuki Motorcycle are offering discounts of up to Rs22,000 on

BS-III models to liquidate stocks. Even superbike brands are offering heavy discounts on bikes across dealerships a day after the Supreme Court banned sale and registration of such vehicles from April 1.

While Triumph in Mumbai is offering a whopping Rs3 lakh discount on the cruiser range, Ducati is offering discount to the tune of Rs2.7 lakh.