How to get JIO Phone? What is the Phone features? 5 point Guide here – Must Check

ଘୋଷଣା ଅନୁସାରେ, ଆପଣ ୧୫୦୦ ଟଙ୍କା ଦେଇ ଏହି ଫୋନକୁ କିଣିବେ ଆଉ ୩ ବର୍ଷ ପରେ କଂପାନୀ ଏହି ଅର୍ଥକୁ ଆପଣଙ୍କୁ ଫେରାଇଦେବ । ଯଦି ଏହାକୁ ହିସାବ କରାଯାଏ, ତେବେ ଆପଣ ବିନା ଅର୍ଥରେ ଗୋଟିଏ ଫୋନ୍ ବ୍ୟବହାର କରିପାରିବେ । ଏହି ୧୫୦୦ ଟଙ୍କାକୁ ଜଣେ ଗ୍ରାହକ ଜମା ରାଶି ଭାବେ ଚିନ୍ତା କରିପାରିବ । ପରୀକ୍ଷା ପାଇଁ ଅଗଷ୍ଟ ୧୫ରୁ ଏହି ଫୋନ୍ ଉପଲବ୍ଧ ରହିବ ଏବଂ ଅଗଷ୍ଟ ୨୪ରୁ ଗ୍ରାହକ ଏହାର ପ୍ରି-ବୁକିଂ କରିପାରିବେ । ଯେଉଁ ଗ୍ରାହକ ଏହାକୁ ବୁକ୍ କରିଥିବେ, ସେପଟେମ୍ବର ୧ରୁ ସେମାନେ ଏହି ଫୋନ୍ କିଣିପାରିବେ । ପ୍ରଥମେ ଆସ ପ୍ରଥମେ ପାଅ ବେସିସରେ ଏହି ଫୋନ୍ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିବ । ଫୋନରେ ଅଲଗା ଅଲଗା ଡାଟା ପ୍ୟାକ୍ ରହିଛି । ଗ୍ରାହକ ଡାଟା ପ୍ୟାକ୍ ପାଇଁ ମାସକୁ ୧୫୩ ଟଙ୍କା ଦେଇପାରିବେ ଯେଉଁଥିରେ ଅନଲିମିଟଡେ୍ ଡାଟା, ମେସେଜ୍, ଫ୍ରି-ଭଏସ୍ କଲ୍ ପାଇବେ । ସେହିପରି ୩୦୯ ଟଙ୍କାର ପ୍ୟାକରେ ଏହି ତମାମ ସୁବିଧା ଉପଲବ୍ଧ ରହିବେ ଅତିରିକ୍ତ ସ୍ୱରୁପ ଫୋନକୁ ଟିଭି ସହ ଯୋଡିବାର ମାଧ୍ୟମ ରହିବ ।

0
7044

Reliance Chairman Mukesh Ambani today announced the JioPhone, a brand-new dirt-cheap feature phone that he said will deliver “digital independence” to all Indians. Here is a 5-point guide to Reliance Jio’s brand new feature phone.

  1. The JioPhone is is free, but you must deposit Rs 1,500 (fully refundable after 3 years).
  2. JioPhone users will get unlimited data at Rs 153 per month, entirely 4G, and all voice calls and SMS will be free.
  3. Testing starts August 15, pre-booking for the phone starts August 24, will be available in September on first-come first-serve basis. Jio says it aims to make 5 million.
  4. The JioPhone of course comes with Internet connectivity, follows voice commands, and recognises 22 Indian languages.
  5. Access to Jio services like JioTV, JioMovies, and others will be included.

LEAVE A REPLY