Jio phone will be available to all Indians for an effective price of Rs 0: Mukesh Ambani

ଶୁକ୍ରବାର ଦିନ ମୁମ୍ବାଇଠାରେ ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ୪୦ଶ ସାଧାରଣ ସଭାରେ ଚେୟାରମ୍ୟାନ୍‌ ମୁକେଶ ଅମ୍ବାନି ଏକ ଶସ୍ତା ଫୋର୍‌-ଜି ମୋବାଇଲ୍‌ ଫୋନ୍‌ ଲଞ୍ଚ୍‌ ବିଷୟ ଘୋଷଣା କରିଛନ୍ତି। ଏହା ସମଗ୍ର ବିଶ୍ୱରେ ସବୁଠୁ ଶସ୍ତା ସ୍ମାର୍ଟ ଫୋନ୍‌ ବୋଲି କମ୍ପାନି କହିଛି। ଅଗଷ୍ଟ ୨୪ ତାରିଖରୁ ଏହି ଫୋନ୍‌ ନିମନ୍ତେ ପ୍ରି-ବୁକିଙ୍ଗ୍‌ ଆରମ୍ଭ କରାଯିବ ବୋଲି ମୁକେଶ ଅମ୍ବାନି କହିଛନ୍ତି। ପ୍ରତି ଜିଓଫୋନ୍‌ ପାଇଁ ଓ୍ଵାନ୍‌ଟାଇମ୍‌ ସିକ୍ୟୁରିଟି ଡିପୋଜିଟ୍‌ ୧୫୦୦ ଟଙ୍କା ରଖାଯାଇଛି। ସେ ଜିଓଫୋନ୍‌କୁ ୩୬ ମାସ ବ୍ୟବହାର କରିସାରିବା ପରେ ଡିପୋଜିଟ୍‌ କରାଯାଇଥିବା ସିକ୍ୟୁରିଟି ଟଙ୍କା ସମ୍ପୃକ୍ତ ଗ୍ରାହକ ଫେରି ପାଇବେ। ଅର୍ଥାତ୍‌ ଜିଓଫୋନ୍‌ର ମୂଲ୍ୟ ‘ଶୂନ୍ୟ’ ବୋଲି ମୁକେଶ ଅମ୍ବାନି କହିଛନ୍ତି। ଯେ କୌଣସି ଟିଭି ସେଟ୍‌ରେ ପ୍ରୋଗ୍ରାମ୍‌ କାଷ୍ଟ କରିବାକୁ ଜିଓଫୋନ୍‌ରେ ଟିଭି କେବଲ୍‌ ରହିବ। ଫ୍ରି’ ଭଏସ୍‌ ସର୍ଭିସ୍‌ ସହ ଏଥିରେ ରହିବ ଇଣ୍ଟର୍‌ନେଟ୍‌ ଆକ୍‌ସେସ୍‌ କରିବାର ସୁବିଧା। ଏହା ୨୨ଟି ଭାରତୀୟ ଭାଷାକୁ ସପୋର୍ଟ କରିବ। ଈଶା ଏବଂ ଆକାଶ ଅମ୍ବାନି ଜିଓଫୋନ୍‌କୁ ଅାନୁଷ୍ଠାନିକ ଭାବେ ଲଞ୍ଚ୍‌ କରିଛନ୍ତି।

0
6519

Reliance Jio today announced the launch of its much rumoured 4G feature phone, which is named as JioPhone. Along with that the telco has announced its cable TV device.

The phone was launched at the 40th AGM meet of RIL. JioPhone will be available for beta testing this 15th August, while pre booking will start from 24th August; physically it will available from September this year.

“It is made in India by the young Indian,” Esha Ambani told announcing the launch of the phone.

Jio termed it as “India ka smartphone”.

The feature phone comes preloaded with all Jio applications like Jio Cinema, Jio Music etc.

The phone comes with:

Alpha numeric keypad, 2.4 inch QVGA display, FM radio, Torch light, Headphone jack, SD card slot, Four way navigation system, Phone Contact, Call History, Jio Apps

Master

At the AGM meet, Mukesh Ambani said that voice calling will always be free for Jio customers. He said that Jio services will be integrated with all e-commerce players.

The Jio feature phone users can avail the Jio Dhan Dhana Dhan offer at just Rs 153 per month. Under this they will get free voice and SMS as well as unlimited data.

Two sachets packs have also been announced – a Rs 54 with a vailidity of a week and Rs 24 for two days.

Meanwhile, the company has launched a device called Jio phone Cable TV at Rs 309 per month using which you can connect the JioPhone with any TV and not just a smart TV. Users can opt for Rs 309 that will allow them to watch video of their choice for 3-4 hours on large screen.