Locals thrash teacher for misbehaving girl student in Odisha

ମହଙ୍ଗା ପଡ଼ିଲା ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ। ଅଭିଭାବକ ଓ ଅଞ୍ଚଳବାସୀଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି ଶିକ୍ଷକ। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ। ସ୍ଥାନୀୟ ପଞ୍ଚମୁଖା ୟୁପି ସ୍କୁଲରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀକୁ ସହକାରୀ ଶିକ୍ଷକ ଭକ୍ତବନ୍ଧୁ ଶତପଥୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲ॥ ଫଳରେ ଉତ୍ତ୍ୟକ୍ତ ଗାଁ ଲୋକେ ସଂପୃକ୍ତ ଶିକ୍ଷକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।

0
4157

Balasore: An upper primary school teacher was today thrashed by locals in Chandbali area of Odisha’s Balasore district for allegedly misbehaving a girl student.

According to reports, Bhakta Bandhu Satpathy, an assistant teacher at Panchamukha upper primary school, had allegedly misbehaved a girl student of class-VI of the school.

Being furious over the incident, parents of other students and villagers tied the teacher to a tree and beat him.

On being informed, police reached the spot, rescued him and detained him at police station for interrogation.