Looking for a job in Odisha Police?? 200 Vacancies in Odisha Police. Naveen Patnaik approved it.

ନିଯୁକ୍ତି: ୨୦୦ ପୁଲିସ ପଦବିକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଓଡ଼ିଶା ପୁଲିସରେ ନିଯୁକ୍ତି ପାଇଁ ୨୦୦ ନୂତନ ପଦବିକୁ ମଞ୍ଜୁରୀ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଓଡ଼ିଶା ପୁଲିସରେ ୧୦ ସବ୍‌ ଇନିସପେକ୍ଟର, ୨୦ ହାବିଲଦାର୍‌ ଓ ୧୭୦ ଟ୍ରାଫିକ୍‌ କନେଷ୍ଟବଲ ପଦ ସୃଷ୍ଟି ପାଇଁ ନବୀନ ମଞ୍ଜୁରୀ ଦେଇଛନ୍ତି। ସେମାନଙ୍କୁ ୩୨ଟି ପୁଲିସ ଜିଲ୍ଲା ଓ କମିଶନରେଟ ପୁଲିସରେ ନିଯୁକ୍ତି ଦିଆଯିବ ବୋଲି ଜଣାପଡ଼ିଛି।

3
3717

Are you looking for a job in Odisha police??? than its a good news for you. Chief Minister approved 200 posts in Odisha Police on 12th July. As per source 10 Sub-Inspectors, 20 Havildars & 170 traffic constables will be posted in 32 police districts and police commissionerates.

It was tweeted from official handle of CMO odisha. here is the tweet please have a look.

We will update more info soon ..