Must watch video: Odisha’s longest bridge connecting BBSR & CTC

ଦୀର୍ଘ ୭ବର୍ଷ ଅପେକ୍ଷା ପରେ ଆଜି ଉଦଘାଟିତ ହେବ କାଠଯୋଡି-ତ୍ରିଶୂଳିଆ ସେତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେତୁର ଉଦଘାଟନ କରିବେ। ଏହାକୁ ସୁବାସ ଚନ୍ଦ୍ର ବୋଷଙ୍କ ନାଁରେ ନାମିତ କରାଯିବ। ଏହି ବ୍ରିଜ ଯୋଗୁ କଟକ ଓ ଭୁବନେଶ୍ୱର ମଧ୍ୟରେ ଯାତାୟତ ଆହୁରି ସୁବିଧାଜନକ ହେବ। ଜୁଡିସିଆଲ ଏକାଡେମୀ ଛକରୁ ଆରମ୍ଭ ହୋଇଥିବା ଏହି ବ୍ରିଜ ସିଧାସଳଖ ଭୁବନେଶ୍ୱରକୁ ଯୋଡ଼ି ହୋଇଛି। ଏହାଦ୍ୱାରା କଟକରୁ ଭୁବନେଶ୍ୱରକୁ ପାଖାପାଖି ୧୨ କିଲୋମିଟର ରାସ୍ତା କମିବ। ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଦ୍ୱାରା ନିର୍ମିତ ଏହି ସେତୁର ଲମ୍ବ ୩ କିଲୋମିଟର। ଏହି ସେତୁର କାମ ୨୦୧୧ରୁ ଆରମ୍ଭ ହୋଇଥିଲା।

0
10484

Bhubaneswar: The distance between Cuttack and Bhubaneswar will now reduce by 12 km with the inauguration of Odisha’s longest road bridge on Kathajodi river.

The bridge will connect Judicial Academy Chhak in Cuttack and Barang in Bhubaneswar.

Watch the spectacular video released by the State Government in this regard:

From Facebook page :-