Odia boy from Kalahandi awarded by Modi for painting on Swachh Bharat

ପୁଣି ଥରେ ଜାତୀୟସ୍ତରରେ ଗୌରବାନ୍ୱିତ ହୋଇଛି ଓଡିଶା । ରାଜ୍ୟ ପାଇଁ ଏହି ଗୌରବ ଆଣିଦେଇଛନ୍ତି କଳାହାଣ୍ଡିର ରୋଶନ ରଣା । ଗାନ୍ଧୀ ଜୟନ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି ଏହି ଶିଶୁ ଚିତ୍ରଶିଳ୍ପୀ । ସେ ଆଙ୍କିଥିବା ‘ମୋ ସ୍ୱପ୍ନର ସ୍ୱଚ୍ଛ ଭାରତ’ ଶୀର୍ଷକ ଏକ ଆକର୍ଷଣୀୟ ଚିତ୍ର ପାଇଁ ସୋମବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ପୁରସ୍କାର ବାବଦକୁ ରୋଶନଙ୍କୁ ୧ଲକ୍ଷ ଟଙ୍କା ସହ ପ୍ରଶଂସାପତ୍ର ଓ ଅନ୍ୟ ଉପହାର ପ୍ରଦାନ କରାଯାଇଛି।

0
1544

Bhawanipatna: In another glory for Odisha, Roshan Kumar Rana from Kalahandi district has been awarded by Prime Minister Narendra Modi as the winner in a painting competition held under Swachh Bharat Diwas function in New Delhi on Monday.

He received the award along with Rs 1 lakh cash prize and other gifts from PM Modi.

Roshan, the child artist and a class V student of Bhangawari Upper Primary School under Sadar block in Kalahandi district, secured the first position making a beautiful painting on ‘My Dream of Swachh Bharat theme’.

The function which was held at Vigyan Bhawan also had others competition on Swachh Bharat under various categories including essay, painting and film.