Odisha-born Annie Prince Nag Miss India Elegant finalist

ଜୟପୁର ସହରରର ଓଡ଼ିଆ ଯୁବତୀ ଆନି ପ୍ରିନ୍‌ସ ନାଗ୍‌ ଏବେ ଜି ଫିଲ୍ମସ୍‌ ଦ୍ୱାରା ଆୟୋଜିତ ସୁନ୍ଦରୀ ପ୍ରତିଯୋଗିତା ମିସ୍‌ ଇଣ୍ଡିଆ(ଏଲିଗାଣ୍ଟ)ର ଫାଇନାଲ୍‌ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଟପ୍‌ ଫାଇନାଲିଷ୍ଟ୍‍ ମାନଙ୍କ ମଧ୍ୟରେ ଆନି ହେଉଛନ୍ତି ଏକମାତ୍ର ଓଡ଼ିଆ । ଆନି ମନସ୍ତତ୍ତ୍ୱ ଓ ସାମ୍ବାଦିକତାରେ ଡିଗ୍ରି ହାସଲ କରିଛନ୍ତି । ୨୬ ବର୍ଷୀୟା ଆନି ସଂପ୍ରତି ବେଙ୍ଗଲୁରୁରେ ରହି ନିଜର କ୍ୟାରିଅର୍‌ ପ୍ରତି ଧ୍ୟାନ ଦେଉଛନ୍ତି । ସେ ଇତିମଧ୍ୟରେ ଗୋଟିଏ କନ୍ନଡ ସିନେମା ‘ ନାନୁ ବନେ ଓଲେରେନୁ’ ଓ ତାମିଲ୍‌ ସିନେମା ‘ ମହାରନୀ କୋଟ୍ଟାଇ’ରେ ଲିଡରୋଲ୍‌ କରି ସାରିଲେଣି । ସେ ଆଉ ଏକ କନ୍ନଡ ମୁଭି ପାଇଁ ମଧ୍ୟ ଚୁକ୍ତିବଦ୍ଧ ହୋଇଛନ୍ତି । ତେବେ ଆନି ପ୍ରିନ୍‌ସ ସଂପ୍ରତିି ଫିଲ୍ମ ଅପେକ୍ଷା ବ୍ରାଣ୍ଡ ଆଡ୍‌ ସୁଟ୍‌ରେ କ୍ୟାରିଅର୍‌ କରିବାକୁ ୍ରଅଧିକ ଆଗ୍ରହୀ ବୋଲି କହିଛନ୍ତି । ସେ ୨୦୧୨ରେ ‘ମିସ୍‌ ବେଙ୍ଗଲୁରୁ’ ଟାଇଟଲ୍‌ ହାସଲ କରିଥିଲେ । ଆନିଙ୍କ ପିତା ବିଚିତ୍ର ରଞ୍ଜନ ନାଗ୍‌ ଜଣେ ପୁଲିସ ଅଧିକାରୀ ।

0
564

Bhubaneswar: This beauty from Odisha’s Koraput district has once again made it to the finale of a beauty pageant. Meet Annie Prince Nag who has stormed into the finale of Miss India Elegant-2017.

There has been no looking back for 26-year-old lass who had won the Miss Bangalore title in 2012.

Annie will be vying for the crown at the contest to be held at Bengaluru. As many as 21 contestants from across India will run for the title.

While beauty pageants use it as stepping stone to the glam world, Annie too capitalized on it and bagged Kannada movie Nanobne Ollevnu opposite Ravi Teja. The movie was released in June this year.

As per sources, she has bagged another Kannada film too.

Hailing from Jeypore, Annie relocated to Bangalore to pursue higher studies and has a BA degree in journalism and psychology from Oxford College. She did her intermediate from Vikram Dev Autonomous College and schooling from Modern English School.

Annie’s father Ranjan Nag works in police department and her mother works as a primary teacher.