Odisha CM, BJD supremo Naveen Patnaik to visit wards from August 31 to directly interact with people

ପଞ୍ଚାୟତ ଝଟକା ପରେ ବିଜେଡିର ନୂଆ ଫର୍ମୁଲା। ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧା ଓ୍ୱାର୍ଡରେ ପହଞ୍ଚିବେ। ଗାଁ ଲୋକଙ୍କ ସମସ୍ୟା ବୁଝିବେ। ବିଜେପିକୁ ଚାଲେଞ୍ଜ ଦେବା ପାଇଁ ଦଳ ଏଭଳି ଯୋଜନା ପ୍ରସ୍ତୁତ କରୁଛି। ଗଞ୍ଜାମ ଜିଲ୍ଲାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ‘ମୋ’ ବୁଥ୍‌ ସବୁଠୁ ମଜଭୁତ୍’ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ୍ୱାର୍ଡକୁ ଯିବା ପାଇଁ ପ୍ରସ୍ତୁତି ହେଉଛନ୍ତି। ଆସନ୍ତା ୩୧ ତାରିଖ ସ୍ୱାୟତ୍ତ ଶାସନ ଦବିସ ଅବସରରେ ନବୀନ ବ୍ରହ୍ଣପୁରର ୨୩ ନଂ ଓ୍ୱାର୍ଡରେ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିବେ। ବ୍ରହ୍ଣପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଛନ୍ତି-“ଆଗରୁ ସାଧାରଣ ଲୋକେ ସେମାନଙ୍କ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଥିଲେ। ଏବେ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ସାମାଧାନ କରିବ।”

0
1731

Bhubaneswar: In a change in tactics to reach and connect with voters, BJD supremo and Chief Minister Naveen Patnaik has decided to start ward-level visits from August 31. The Chief Minister’s ward-level visit is considered as a game plan by BJD to woo voters and counter the ‘Mo Booth Sabuthu Majboot’ (My Booth Strongest) campaign launched by BJP.

Patnaik would start his campaign from Berhampur’s ward no 23 on the occasion of the local self-governance day on August 31. Earlier people of the State used to visit Bhubaneswar to present their grievances before the Chief Minister. But, now the CM will meet people in their localities and resolve their issues,” said Berhampur MLA, Ramesh Chandra Chyau Patnaik.

Meanwhile, the BJD chief met party observers yesterday at the party office in Bhubaneswar and directed to form ward-level committees in two months. Besides, he circulated a template among party observers to facilitate selection of ward-level observers.

“In today’s meeting, district level matters of the party were discussed with observers,” Patnaik informed media.

BJD vice president Damodar Rout, who was also present in the meeting, said, “Patnaik has asked the members to strengthen the party organisation and counter false propaganda against BJD.”