Odisha Colleges To Begin Plus Three Admission Process From June

ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ଯୁକ୍ତ ୩ରେ ଇ-ଆଡମିଶନ ପାଇଁ ବଜ୍ଞାପନ ପ୍ରକାଶ କରାଯାଇଛି। ବିଜ୍ଞାପନ ଅନୁସାରେ ରାଜ୍ୟରେ ଥିବା ସମସ୍ତ ଡିଗ୍ରୀ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ରେ ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ। ଇ-ଆଡମିଶନ ପାଇଁ ଅନ୍‌ଲାଇନ୍‌ କମନ ଆପ୍ଲିକେଶନ ଫର୍ମ ୨୦୧୭ ଜୁନ୍‌ ୬ରୁ ଉଚ୍ଚ ଶିକ୍ଷା ବିଭାଗର େଓ୍ଵବ୍‌ସାଇଟ୍‌ www.dheodisha.gov.inରେ ଉପଲବ୍ଧ ହେବ। ସେହିଭଳି ଅଫ୍‌ଲାଇନରେ ଫର୍ମ ପୂରଣ କରିବାକୁ ଚାହୁଁ ଥିବା ପ୍ରାର୍ଥି ୫୦୨ ସାମ୍‌ ରିସୋର୍ସ ସେଣ୍ଟରରୁ ଆବେଦନ ଫର୍ମ ନେଇପାରିବେ। ଉଚ୍ଚ ଶିକ୍ଷା ବିଭାଗର େଓ୍ଵବ୍‌ସାଇଟ୍‌ www.dheodisha.gov.inରେ ସାମ୍‌ ସେଣ୍ଟର ତାଲିକା ଦିଆଯାଇଛି।

0
1036

The application process for Plus Three admission will start from June 6 and continue till June 20. A notification in this regard was issued by the Higher Education Department here on Friday.

As per the official notification, students can apply online or offline for admission. Even Students can apply through www.dheodisha.gov.in or in SAM center The first selection list of students would be published on June 29 and classes will begin from July 19. According to official sources, 1, 74,237 students had passed the Plus II examination in Arts stream whereas 20,044 cleared the Plus II exam in Commerce stream this year.

Similarly, 81.11 per cent students had successfully cleared this year’s plus two examinations in Science stream in Odisha, results of which were announced on May 12.

Of the total 90,643 candidates who appeared the examination in science, 73,523 had passed in the examination in Science stream. (OTV)