Odisha government to provide 100 rupees for umbrella

ସରକାରୀ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ଛତା କିଣିବାକୁ ରାଜ୍ୟ ସରକାର ସହାୟତା ଦେବେ। ଆସନ୍ତା ୧୫ ତାରିଖ ଜନସେବା ଦିବସ ଅବସରରେ ରାଜ୍ୟ ସରକାର ହିତାଧିକାରୀ ମାନଙ୍କୁ ନିୟମିତ ପ୍ରଦାନ କରାଯାଉଥିବା ଭତ୍ତା ସହ ଅତିରିକ୍ତ ଶହେ ଟଙ୍କା ପ୍ରଦାନ କରିବେ।

0
2074

In a bid to help the people, Chief Minister Naveen Patnaik has expanded the umbrella scheme to the people who are getting pension etc.

“Pension holders under different welfare measures like Madhu Babu Pension Yojana as well as national pension holders living in the urban areas will also be given assistance of Rs 100 to purchase umbrella to tide over summer and rainy season,” an official said.