‘Plastic rice’ triggers panic in Nuapada, Odisha : Here’s how you can identify fake rice

ନୂଆପଡ଼ାରେ ପ୍ଲାଷ୍ଟିକ୍ ଚାଉଳ ଆତଙ୍କ; ଭାତକୁ ଗୁଳା କରି ତଳେ ପକାଇଲେ ବଲ୍ ଭଳି ଉପରକୁ ଡେଉଁଛି ନୂଆପଡ଼ା ଜିଲ୍ଲାରେ ପ୍ଲାଷ୍ଟିକ ଚାଉଳ ଭୟ। ବସ୍ତାରେ ପ୍ୟାକିଂ ହୋଇ ବଜାରରେ ବିକ୍ରି ହେଉଛି ପ୍ଲାଷ୍ଟିକ ଚାଉଳ। ତରବୋଡ଼ ଗାଁର ଲବ ଜଗତ ନାମକ ଜଣେ ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ୨ ବସ୍ତା ଚାଉଳ ଘରକୁ ଆଣିଥିଲେ। ତେବେ ସେହି ଚାଉଳରେ ଭାତ ରାନ୍ଧି ଖାଇବା ପରେ ତାହା ହଜମ ହୋଇ ନ ଥିବା ଓ ପିଲାଙ୍କୁ ଝାଡ଼ାବାନ୍ତି ହୋଇଥିବା ସେ ଅଭିଯୋଗ କରିଛନ୍ତି।ଏହି ଭାତକୁ ଗୁଳା କରି ତଳେ କଚାଡ଼ିବାରୁ ତାହା ରବର୍ ବଲ୍ ଭଳି ଡେଉଁଥିବା ଦେଖିବାକୁ ମିଳିଛି। ତେଣୁ ଏହାକୁ ପ୍ଲାଷ୍ଟିକ ଚାଉଳ ବୋଲି ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକ। ସେମାନେ ଏହି ଘଟଣାର ତଦନ୍ତ ଦାବି କରିଥିବା ବେଳେ ବ୍ଲକ୍ ଯୋଗାଣ ଅଧିକାରୀ କହିଛନ୍ତି ଯେ ସେ ଏସମ୍ପର୍କରେ ଅଭିଯୋଗ ପାଇଛନ୍ତି ଏବଂ ଏହା ପ୍ରକୃତ ଚାଉଳ ନା ପ୍ଲାଷ୍ଟିକ ଚାଉଳ ତାହା ପରୀକ୍ଷା ପରେ ଜଣାପଡ଼ିବ।

0
6882

Rumours of alleged sale of plastic rice from grocery shops caused jitters among the people Nuapada Odisha. The reports of sale of plastic rice came two days before at Hydrabad too.

Watch the Video and be try to be alert

Here are the 5 ways to identify ‘plastic rice’

  • Drop a tablespoon of raw rice into a glass of water and stir it for some time. If the rice float at the top then it is considered as plastic rice, because organic rice doesn’t float on the water.
  • Take a handful of rice and burn it. You will smell plastic if it is not organic rice.
  • If the rice starts forming a thick layer at the top of the vessel while boiling, it’s ‘plastic rice’.
  • Drop some rice into very hot oil. If it’s plastic rice, it will melt and stick together at the bottom of the vessel.
  • If cooked rice is kept for a longer period, fungus get deposited if the rice is organic. If mold does not appear, then your rice is fake.

According to doctors, if plastic is consumed on sustained basis, it leads to hormonal imbalance, digestion, absorption problems, birth defects and even cancer. Be careful!