RBI clears proposal to introduce Rs200 notes

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଚଳିତ ବର୍ଷ ଜୁନ୍‌ରେ ନୂଆ ୨୦୦ ଟଙ୍କିଆ ନୋଟ୍‌ ଛପାଇବା କାମ ଆରମ୍ଭ କରାଯିବ। ଏ ନେଇ ନିକଟରେ ଅନୁଷ୍ଠିତ ହୋଇଯାଇଥିବା ଏକ ବୈଠକରେ ନିଷ୍ପତ୍ତି ହୋଇଛି ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଯଦିଓ ଆର୍‌ବିଆଇ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇନାହିଁ। ନୂଆ ୨୦୦ ଟଙ୍କିଆ ନୋଟ୍‌ ଛାପିବା ପାଇଁ ସରକାରଙ୍କ ଅନୁମୋଦନକୁ ଆର୍‌ବିଆଇ ଅପେକ୍ଷା କରିଛି। ଥରେ ସେହି ମଞ୍ଜୁରି ମିଳିଯିବା ପରେ ନୋଟ୍‌ ଛପାଇବା କାମ ଆରମ୍ଭ ହୋଇଯିବ। ବିମୁଦ୍ରାକରଣ ପରେ ନୂଆ ୫୦୦ ଟଙ୍କିଆ ଓ ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ କରାଯାଇଥିଲା।

0
13506
This is not real this a viral pic

RBI is likely to start the process of printing the new Rs200 notes after June, only after the government officially approves this new denomination, says an official