Reliance Jio limits daily calls to 300 minutes for some users

କେତେକଙ୍କ ପାଇଁ ଦୈନିକ ୩୦୦ ମିନିଟ୍‌ ମଧ୍ୟରେ କଲ୍‌ ସୀମିତ କରୁଛି ଜିଓ. କେତେକ ବ୍ୟବହାରକାରୀଙ୍କ ନିମନ୍ତେ ଅସୀମିତ କଲ୍‌ର ସମୟସୀମା ୩୦୦ ମିନିଟ୍‌ରେ ସୀମିତ ରଖାଯାଉଥିବା କଥା ଜିଓ ପ୍ରାୟୋରିଟି ଟିମ୍‌ ଟେଲିକମ୍‌ଟକ୍‌କୁ ନିଶ୍ଚିତ କରି କହିଛି। କେତେକ ବ୍ୟବହାରକାରୀ ଜିଓ ଭଏସ୍‌ କଲ୍‌ ସୁଯୋଗର ଅପବ୍ୟବହାର କରୁଛନ୍ତି ବୋଲି କୁହାଯାଉଥିବା ଏହା ପଛର କାରଣ। ପ୍ରଚାର କଲ୍‌ ସମେତ ଏହି ଅପବ୍ୟବହାରକାରୀମାନେ ଦୈନିକ ୧୦ ଘଣ୍ଟାରୁ ଅଧିକ ସମୟ ଅସୀମିତ କଲ୍‌ର ଉପଯୋଗ କରୁଛନ୍ତି। ଜିଓ ବ୍ୟବହାରକାରୀମାନେ ଏହି ଫିଚର୍‌ର ମାତ୍ରାଧିକ ବ୍ୟବହାର ନ କରନ୍ତୁ କିଂବା ଜିଓ କଲିଙ୍ଗ୍‌ ଫିଚର୍‌କୁ ଶୋଷଣ ନ କରନ୍ତୁ: ଏହି ଉଦ୍ଦେଶ୍ୟରେ କମ୍ପାନି ଭଏସ୍‌ କଲ୍‌କୁ ସୀମିତ କରିଛି।

0
2576

After promising unlimited voice calls on its 4G VoLTE network, telecom operator Reliance Jio is reportedly limiting calls to 300 minutes per day for certain customers, according to reports.
Reliance Jio’s priority team confirmed that some users had resorted to making marketing calls, taking advantage of the unlimited calling facility; and as a result, restrictions were enforced on some, but not all customers.
While it is not clear if the FUP limit would be extended to heavy voice calls users as well, a company executive told TelecomTalk that those making more than 10 hours of voice calls will also be limited to 300 minutes of usage per day