Reliance Jio set to announce Rs 500 phone

ପୁଣି ୫ଶହ ଟଙ୍କାରେ ମୋବାଇଲ ଦେବ ରିଲାଏନ୍ସ, ୪ଜି ହ୍ୟାଣ୍ଡସେଟ ପାଇଁ ଜିଓ କଲା ପ୍ରସ୍ତୁତି. ରିଲାଏନ୍ସ ଜିଓ ନିଜର ଉପଭୋକ୍ତାଙ୍କ ପାଇଁ ଏକ ନୂଆ ଧମାକା ଅଫର ସହ ଆସୁଛି । ରିଲାଏନ୍ସ ନିଜର ୪ଜି ଭୋଲ୍ଟ ଫିଚର ଫୋନ ଏହି ମାସରେ ଲଂଚ କରିବାକୁ ଯାଉଛି । ଏହାର ମୂଲ୍ୟ ମାତ୍ର ୫ଶହ ଟଙ୍କା ରଖାଯାଇଛି . ଖବର ମୁତାବକ, ୨୧ ଜୁଲାଇରେ ରିଲାଏନ୍ସ କମ୍ପାନୀ ନିଜର ବାର୍ଷିକ ବୈଠକ କରିବାକୁ ଯାଉଛି । ଏଥିରେ ଏହି ଫୋନ ଲଂଚ କରାଯିବ ।

4
6353

Reliance Jio may announce its Rs 500 4G VoLTE phone at parent Reliance Industries’ Annual General Meeting (AGM), which is scheduled for July 21, as per sources.

Besides its Dhan Dhana Dhan offer, Reliance Jio also has other plans that start at around Rs 150 a month. The company is now speculated to introduce new traiff plans.

Under the Dhan Dhana Dhan plan, Jio is offering free voice, unlimited SMS and access to Jio apps, and 1or 2 GB of daily data for a one-­time payment of Rs 309 or Rs 509, respectively, to its Prime members, who paid a onetime fee of Rs 99.