Shame for democracy in Anugul, Odisha. Man forced to play gong for violating village decision in Odisha

ହାତରେ ଖଣ୍ଡିଏ ସାଇକେଲ ସାଙ୍ଗକୁ ପିଟା ଘଣ୍ଟା । ଗାଁରୁ ଗାଁ ବୁଲି ସେ ଘଣ୍ଟା ପିଟୁଥିଲେ। ଆଖିରୁ ବୋହି ଯାଉଥିଲା ଧାର ଧାର ଲୁହ। ଥରି ଯାଉଥିଲା ତୁଣ୍ଡ। ଅପମାନରେ ଜଳି ଯାଉଥିଲା ମୁହଁ। କୌଣସି ଶୁଭ କର୍ମ ପାଇଁ ସେ ଘଣ୍ଟା ପିଟୁ ନ ଥିଲେ। ଏହା ଥିଲା ଗାଁ ଲୋକଙ୍କ ଚରମ ନିର୍ଦ୍ଦେଶ। ଯାହା ତାଙ୍କୁ ମାନିବାକୁ ବାଧ୍ୟ କରିଥିଲା। ଇଏ କୌଣସି ମାଓ ଇଲାକା କିମ୍ବା ଆଦିବାସୀ ଉପାନ୍ତ ଅଞ୍ଚଳର ଦୃଶ୍ୟ ନ ଥିଲା। ଆଧୁନିକତାର ଭରପୁର ଏବଂ ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର ଛାତି ଉପରେ ଏମିତି ଘଟଣା ଘଟିଥିଲା। କୌଣସି ତାଲିବାନି ଶାସନଠାରୁ କମ୍‌ ନ ଥିଲା ଏହି ଦଣ୍ଡ। ବ୍ୟକ୍ତି ଜଣକର ଭୁଲ ଏତିକି, ତାଙ୍କ ସ୍ତ୍ରୀ ଗାଁ ଲୋକଙ୍କ କଥାରେ ଏକମତ ନ ହୋଇ ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। ଏତେ ବିଧି ବ୍ୟବସ୍ଥା, ଆଇନକାନୁନ ଥାଇ ଦିନ ଦିପ୍ରହରେ ଗଣତନ୍ତ୍ର କିପରି ଉଲଗ୍ନ ହେଉଛି ତାର ଚିତ୍ର ଏହି ଦୃଶ୍ୟ ହିଁ ବୟାନ କରୁଛି।

0
5932

Angul: In another ruthless verdict by Kangaroo court in Odisha, a ward member’s husband was forced to move around the village by playing gong as part of punishment for violating village decision during recently held panchayat polls.

The incident occurred at Gudiapada village of Badakora panchayat under Bantal police limit in Angul district where a woman ward member and her husband were punished by the villagers in kangaroo court for not casting vote to a particular candidate for Naib sarpanch post in the rural polls.

According to reports, woman ward member Mallick Sahoo had not voted the particular candidate in the polls, for which the villagers punished her husband Dushmant Sahoo in the village court. He was asked to pay Rs 50,000 as fine for violating the village decision in the polls. After he expressed inability to pay fine amount, he was forced to play gong throughout the village.

Obeying the kangaroo court’s verdict, Sahoo went around the village by playing a gong.