Swachh Survekshan 2017: Indore tops list, Bhubaneswar at 94, Balasore..?

ଦେଶର ସବୁଠୁ ସ୍ୱଚ୍ଛ ସହର ତାଲିକା ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର। ପ୍ରତିବର୍ଷ ପରି ଚଳିତ ବର୍ଷ ସ୍ୱଚ୍ଛ ସର୍ବେକ୍ଷଣ- ୨୦୧୭ ରିପୋର୍ଟ ଏବ ସାମ୍ନାକୁ ଆସିଛି। ଏହି ତାଲିକାରେ ମଧ୍ୟପ୍ରଦେଶର ଇନ୍ଦୋର ଶୀର୍ଷ ସ୍ଥାନ ଅଧିକାର କରିଛି। ଅନ୍ୟପଟେ ସବୁଠୁ ଅପରିସ୍କାର ସହର ତାଲିକାରେ ଉତ୍ତରପ୍ରଦେଶର ଗୋଣ୍ଡା ସହରର ନାଁ ରହିଛି। ଦେଶବାସୀଙ୍କ ମତ ଅନୁସାରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଥିବା କେନ୍ଦ୍ର ସରକାର କହିଛନ୍ତି। ମଧ୍ୟପ୍ରଦେଶର ଭୋପାଳ ସହର ସ୍ୱଚ୍ଛ ସହର ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବିଶାଖାପାଟଣମ, ସୁରଟ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛି। ଦେଶର ୪୩୪ଟି ସହରକୁ ନେଇ ଏହି ସର୍ଭେ କରାଯାଇଥିଲା ଯେଉଁଥିରେ ୩୭ଲକ୍ଷ ଲୋକଙ୍କ ମତ ଅନୁସାରେ ଏହି ରିପୋର୍ଟ ପ୍ରସ୍ତୁତି ହୋଇଥିବା କେନ୍ଦ୍ରମନ୍ତ୍ରୀ ଭେଙ୍କିଆ ନାଇଡୁ କହିଛନ୍ତି। ସେପଟେ ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ସ୍ୱଚ୍ଛ ତାଲିକାରେ ୩୨ ନମ୍ବର ସ୍ଥାନରେରେ ରହିଛି। ଯାହ ପୂର୍ବବର୍ଷ ଏହା ୬୫ତମ ସ୍ଥାନରେ ରହିଥିବା ବେଳେ ୨୦୧୪ରେ ଏହି ସହର ୪୧୮ତମ ସ୍ଥାନରେ ରହିଥିଲା। ସବୁଠୁ ବଡ କଥା ହେଲା ଗତ ଦୁଇ ବର୍ଷ ଧରି ଲଗାତର ସ୍ୱଚ୍ଛ ସହର ତାଲିକାରେ ଶ୍ରୀର୍ଷସ୍ଥାନରେ ରହିଥିବା ମହୀଶୁର ଏଥର ପଞ୍ଚମ ସ୍ଥାନକୁ ଖସି ଆସିଛି। ଏହି ତାଲିକାରେ ଓଡିଶାର ରାଜଧାନୀ ଭୁବନେଶ୍ୱର ୯୪ତମ ସ୍ଥାନ ଅଧିକାର କରିଥିବା ବେଳେ ରାଉରକେଲା ୧୬୮, ବ୍ରହ୍ମପୁର ୧୮୭, ବାଲେଶ୍ୱର ୧୯୦, ପୁରୀ ୧୯୪ କଟକ ୨୦୪, ବାରିପଦା ୨୬୧, ସମ୍ବଲପୁର ୩୨୨, ଭଦ୍ରକ ୩୪୯ ତମ ସ୍ଥାନରେ ରହିଥିବା ଏହି ରିପୋର୍ଟରେ କୁହାଯାଇଛି।

0
826

The rankings among cities and states for sanitation through Swachh Survekshan have been announced today. While Indore emerged topper replacing Mysuru, the topper from last year, Bhubaneswar has been placed at 94.

Indore, Bhopal and Vishakhapatnam have claimed the top three spots in the rankings.

For Bhubaneswar, the silver lining is getting the Fastest Moving City in East Zone under the category of population of 10 lakh, just like last year. The state capital has secured 94 rank among 434 cities.

The competition was launched among 500 AMRUT (Atal Mission for Rejuvenation of Urban Transformation) cities in which 434 took part. In 2015, the Temple City had secured 331 rank among 500 cities.

“We are glad that the city is rising rapidly in sanitation rankings,” said Mayor Anant Narayan Jena who received the award for the city at the function in Delhi.

Apart from Bhubaneswar, the other eight cities of Odisha in the contest have received the following rankings: Rourkela-168, Berhampur-187, Balasore-190, Puri-194, Cuttack-204, Baripada-261, Sambalpur-322, Bhadrak-349