Utkal Express derail in UP’s Muzaffarnagar

ପୁରୀ-ହରିଦ୍ୱାର ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ : ୫ ମୃତ, ଜାରି ହେଲା ୩ ହେଲ୍‌ପ ଲାଇନ୍‌ ନମ୍ବର. ଉତ୍ତରପ୍ରଦେଶର ମୁଜାଫରନଗର ଖତୈଲିରେ ହୋଇଥିବା ପୁରୀ-ହରିଦ୍ୱାର ଏକ୍ସ୍ରପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଏନଡିଆରଏଫ ଏବଂ ଏଟିଏସ୍ ପହଞ୍ଚିଛି। ସମ୍ପର୍କୀୟମାନେ 94544 55183 କୁ ଯୋଗାଯୋଗ କରିବାକୁ କୁହାଯାଛି। ମିରଟ ଜିଲ୍ଲା ହସପିଟାଲ ପକ୍ଷରୁ ଏହି ହେଲ୍‌ପଲାଇନ ଜାରି କରାଯାଛି। ସେହିପରି ୯୭୬୦୫୩୪୦୫୪ ଏବଂ ୯୭୬୦୫୩୫୧୦୧ ଦୁଇଟି ହେଲପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି।

0
5596

NEW DELHI: Several coaches of the Puri-Haridwar-Kalinga Utkal Express derailed in Muzaffarnagar’s Khatauli on Saturday.
According to reports, two people have been killed and at least a dozen passengers injured in the accident. More casualites are feared.
“An inquiry has been ordered to ascertain the cause of the accident. Strict action will be taken against any lapse,” railway minister Suresh Prabhu said.
“Medical vans have been rushed to the site. All efforts are being taken to ensure speedy relief and rescue operations,” Prabhu tweeted from his official handle.

Watch terrible video here

helpline number