Video : Bollywood Singer Udit Narayan performed in Janata Midan on Utkala Dibasa

‘ପ୍ରଥମ ପ୍ରେମର ପ୍ରଥମ ଚିଠି’ ଗୀତ ଗାଇ ଓଡିଆ ଦର୍ଶକଙ୍କୁ ହଜେଇ ଦେଇଥିଲେ ପ୍ରେମରେ । ଖୁବ୍ ମତୁଆଲା ହୋଇଥିଲେ ଉପସ୍ଥିତ ସଂଗୀତ ପ୍ରେମୀ । ରାତି ବଢିବା ସହ ଗୋଟିଏ ପରେ ଗୋଟିଏ ସୁମଧୁର ଗୀତରେ ବଢୁଥିବା ଉଦିତ ନାରାୟଣଙ୍କ କାର୍ଯ୍ୟକ୍ରମ । ଜନତା ମଇଦାନରେ ହୋଇଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେଇଛନ୍ତି ହଜାର ହଜାର ଦର୍ଶକ । ନିଜ କଣ୍ଠର ଯାଦୁରେ ସମସ୍ତଙ୍କୁ ଝୁମାଇଥିଲେ ବଲିଉଡ ଷ୍ଟାର ସିଙ୍ଗର ଉଦିତ୍ ନାରାୟଣ । ‘କୟାମତ ସେ କୟାମତ ତକ୍’, ‘ଯାଦୁ ତେରି ନଜର’ ଗୀତ ଗାଇ ସଂପୂର୍ଣ୍ଣ ପରିବେଶରେ ରୋମାଂଚ ଭରି ଦେଇଥିଲେ ।

0
3449

Bollywood singer Udit Narayan performed in Janata Maidan on Utkala dibasa. Thousand of people enjoyed his performance. He sang “Jadoo teri Najar” Kyamat se Kayamat Tak etc.

Not only hindi song he won the heart of every odia by singing odia song “Prathama Prema ra Prathama Chithi” which was a mind blowing album song.

Here is his video please watch and share your views in comment section.

Jadoo Teri Najar