Watch Video – Blue Whale Challenge : Cuttack Girl Rubs Green Chilli In Eyes

ଆମେ ଆପଣଙ୍କୁ ଏପରି ଏକ ଭିଡିଓ ଦେଖାଇବୁ ଯାହାକୁ ଦେଖିଲେ ଆପଣ ପ୍ରମାଣ ପାଇଯିବେ। ଜଣେ ଛାତ୍ରୀ ଏହି ଗେମ୍ ଖେଳି ବ୍ଲୁ-ହ୍ୱେଲ୍‌ ଟାସ୍କ ପୂରଣ ପାଇଁ ନିଜ ଆଖିରେ ଲଙ୍କା ଘସୁଥିବା ଦେଖିବାକୁ ମିଳିଛି। ସବୁଠୁ ଆଶ୍ୱର୍ଯ୍ୟ ଓ ଗମ୍ଭୀର କଥା ହେଲା, ସେ ଏହାର ଭିଡିଓ ପ୍ରସ୍ତୁତ କରି ସାଙ୍ଗମାନଙ୍କ ସହିତ ସେୟାର କରିଛନ୍ତି। ଛାତ୍ରୀ ଜଣକ ବ୍ଲୁ-ହ୍ୱେଲ ଗେମ୍ ଖେଳୁଥିଲେ ଏବଂ ଏହି ଘାତକ ଗେମ୍ ଆଗରେ ନିଜକୁ ସେ ଆତ୍ମସମର୍ପଣ କରିଦେଇଛନ୍ତି। ସେପଟୁ ଯାହା ନିର୍ଦ୍ଦେଶ ଆସୁଛି, ତାକୁ ସାଙ୍ଗେ ସାଙ୍ଗେ ପୂରଣ କରୁଛନ୍ତି। ଗେମ୍‌ର ୪୨ତମ ଷ୍ଟେଜରେ ସେ ପହଞ୍ଚି ଥିବା ଜଣାପଡ଼ିଛି। ଏହି ଷ୍ଟେଜରେ ଚ୍ୟାଲେଞ୍ଜ ଥିଲା ଆଖିରେ ଲଙ୍କା ଘସି ନିଜକୁ କଷ୍ଟ ଦେବା।

0
5914

Cuttack: To fulfil a challenge of the online Blue Whale game, a student of a girls’ college here was found rubbing green chilli in her eyes. The incident came to light after the girl captured a video of the event and shared the same with her friends.

According to reports, the girl, residing in the college hostel, is suspected to have been playing the online game for long. She rubbed the green chilli several times to cross the 42nd level of the game.

After getting information, the college authorities seized the mobile phone and informed her parents about the incident. Sources said the girl had also attempted to commit suicide at her home a few days back though no complaint was filed with the police.

Besides, some other students of the college are also suspected to be playing the online suicide game. However, the college authorities are yet to comment on the matter.

Earlier on September 5, an engineering student was rescued from the Blue Whale trap by the police here and later handed over to his parents after counselling.

Watch video here –