Watch Video : Odia eminent Song ” Puchuki Gali” in Rape format

    ବଲିଉଡର ରାପ୍ ସଙ୍ଗ୍ ତାଳେ ତାଳେ ଝୁମୁଥିଲେ ଦର୍ଶକ। ଏବେ ଓଡ଼ିଆ ରାପ୍ ଗୀତରେ ବି ଝୁମିବେ। ସଂଗୀତର ଏହି ଢାଞ୍ଚା ଏବେ ଓଡ଼ିଆ ଗୀତରେ ଦେଖିବାକୁ ମିଳିଛି। ପୁଚୁକି ଗାଲି ଫେସନ ବାଲି, ଚାଲି ତୋ ବମ୍ବେ ଦିଲ୍ଲୀ, ମୋ ବୋପାଲୋ ଗୀତକୁ ରାପ୍ ରୂପ ଦେଇଛନ୍ତି ଜଣେ ଓଡ଼ିଶା ସଙ୍ଗୀତ ନିର୍ଦ୍ଦେଶକ। ନବେ ଦଶକର ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ସୁନା ପଞ୍ଜୁରୀର ଏହି ଲୋକପ୍ରିୟ ଗୀତଟିକୁ ରି-ମେକ୍ କରି ରାପ୍ ସଂଗ୍ କରାଯାଇଛି। ଏଥିରେ ରାପ୍ ଟଚ୍ ଦେଇଛନ୍ତି ଅଭିନେତା ତଥା ରାପର ରିଷଭ ପ୍ରତୀକ।

    0
    4722
    PUCHUKI GALI COVER SONG: Original Credits— Film- SUNA PANJURI,

    Production- Shree Ganesh,

    Producer- SUBASH ROUT,

    Director – RABI KINNAGI,

    Music- AMARENDRA MOHANTY,

    Singer- SONU NIGAM,

    Lyrics – SHIRSANANDA DASKANUNGO,NIJAM,

    Cast-SIDHANTA MOHAPATRA & INDIRA KRISHNA.

    RECREATED Singer- GOUTAM GIRI,

    Rapper- RISHAB,
    Cast- MUNNA & LOPA,
    Music & Direction- GOURISANKAR