Woman beat hunband’s lover at Bhubaneswar Airport – Watch Video

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ ଏକ ପାର୍କରେ ଜଣେ ଯୁବକଙ୍କୁ ଦୁଇ ଜଣ ଯୁବତୀ ମାଡ ମାରୁଥିବା ଭିଡିଓ ମାମଲା ମନରୁ ଯାଇନାହିଁ ପୁଣି ଘଟିଛି ସମାନ ଘଟଣା। ଏଥର ଜଣେ ମହିଳାଙ୍କ ଶିକାର ହୋଇଛନ୍ତି ଜଣେ ଯୁବତୀ। ସେଠାରେ ପ୍ରେମ ପ୍ରତାରଣ ଅଭିଯୋଗ ଥିଲା। ହେଲେ ଏହି ଘଟଣାରେ ସ୍ୱାମୀ ହଡ଼ପ ଅଭିଯୋଗ ହୋଇଛି. ଏହି ହାଇ ପ୍ରୋଫାଇଲ ଡ୍ରାମା ଦେଖିବାକୁ ମିଳିଛି ଭୁବନେଶ୍ୱର ଏୟାରପୋର୍ଟରେ। ସ୍ୱାମୀଙ୍କ ପ୍ରେମିକାର ଚୁଟି ଘୋଷାଡି ଛେଚିଛନ୍ତି ମହିଳା। ଏହି ଘଟଣା ଅଞ୍ଚଳରେ କିଛି ସମୟ ପାଇଁ କୌତୁହଳ ସୃଷ୍ଟି କରିଥିଲା। ଅଭିଯୋଗ ଅନୁସାରେ, ମାଡ ଖାଇଥିବା ଯୁବତୀ ଜଣଙ୍କ ସହ ମାଡ ମାରିଥିବା ମହିଳାଙ୍କ ସ୍ୱାମୀଙ୍କର ସମ୍ପର୍କ ଥିଲା। ମହିଳା ଜଣଙ୍କ ଏପରି ସମ୍ପର୍କ ନ ରଖିବାକୁ ସମ୍ପୃକ୍ତା ଯୁବତୀଙ୍କୁ ବାରମ୍ବାର ଅନୁରୋଧ କରିଥିଲେ। ହେଲେ କିଛି ଲାଭ ନହେବାରୁ ଶେଷରେ ଆଜି ଏୟାରପୋର୍ଟ ପାଖରେ ତାଙ୍କୁ ଟଣାଓଟରା କରିଥିଲେ। ମାଡ ମାରିଥିବା ମହିଳା ଜଣଙ୍କ ଜଣେ ସାମ୍ବାଦିକ ବୋଲି ଜଣାପଡିଛି। ତେବେ ଯୁବତୀଙ୍କ କୌଣସି ପରିଚୟ ମିଳିପାରିନାହିଁ।

0
33703

The scene of a woman thrashing another lady in public view at Biju Patnaik International Airport has become the talk of the town here on Friday.

According to the woman, her husband was into an illicit affair with another lady for long. It was only after her marriage that she came to know about his affair in 2010.

Here is the video watch and share your views