Wrong Information given regarding rape case and Puri Temple in National Newspapers!

ଜଗନ୍ନାଥ ମନ୍ଦିରରେ ଜଣେ ନାବାଳିକାଙ୍କୁ ଧର୍ଷଣ ଭଳି ସଂଗୀନ ଘଟଣା । ବିିଭିନ୍ନ ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଗଲା ଏଭଳି ସମ୍ବେଦନଶୀଳ ଖବର । ହେଲେ ଘଟଣାର ସତ୍ୟାସତତ୍ୟ ଅନୁଧ୍ୟାନ ନକରି ଜାତୀୟ ଗଣମାଧ୍ୟମଗୁଡିକ ଲେଖିଲେ ପୁରୀ ଶ୍ରୀମନ୍ଦିରରେ ହୋଇଛି ବଳାତ୍କାର । ୧୧ ବର୍ଷର ନାବାଳିକାକୁ ସ୍ନାନ ମଣ୍ଡପରେ ଧର୍ଷଣ କରିଛି ଦୁର୍ବୃତ । ଜାତୀୟ ଗଣମାଧ୍ୟମରେ ଏଭଳି ଚର୍ଚ୍ଚା ପରେ ଅନୁସନ୍ଧାନ କରିଥିଲା କନକ ନ୍ୟୁଜ । ଆଉ ଯେଉଁ ତଥ୍ୟ ସାମ୍ନାକୁ ଆସିଥିଲା ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ବାରିପଦାସ୍ଥିତ ଜଗନ୍ନାଥ ମନ୍ଦିରରେ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ଧର୍ଷଣ କରିଛି ଦୁର୍ବୃତ । ଶ୍ରୀ ହରିବଳଦେବଜୀଉ ମନ୍ଦିରରେ ଗତ ୧ ତାରିଖ ରାତିରେ ସ୍ନାନ ମଣ୍ଡପକୁ ଟେକି ନେଇ ଜୋରଜବରଦସ୍ତ ଧର୍ଷଣ କରିଛି ଏହି ଯୁବକ । ଆଉ ଘଟଣା ପ୍ରଘଟ ହେବା ପରେ ଲୋକଙ୍କ ଆକ୍ରୋଶରୁ ବର୍ତି ପାରିନଥିଲା । ଅଭିଯୁକ୍ତକୁ ଧରିବା ସହ ନିସ୍ତୁକ ମାଡ ମାରିଥିଲେ ଉତ୍ୟକ୍ତ ଲୋକ । ଏବେ ପୋଲିସ ହେପାଜତରେ ଏହି ଲମ୍ପଟ ଯୁବକ ।

0
3625
The rape incident took place when the 11-year-old girl went inside the Jagannath temple Baripada for ‘darshan’ of the Lord late Friday night. A physically challenged minor girl was allegedly raped by a youth inside the premises of Lord Jagannath temple here, police said on Sunday. The incident took place when the 11-year-old girl went inside the temple for ‘Darshan’ of the Lord late on Friday night when the shrine was virtually deserted, they said.

Taking advantage of the situation, a 28-year-old youth escorted her to the bathing mandap of the Lord and raped her before fleeing.The victim was rescued in a critical condition from the spot. Angry locals spotted the accused and thrashed him before handing him over to the police. The girl was admitted to the SCB medical college at Cuttack as her condition worsened, police said.

Baripada sub-collector S K Purohit along with police officers visited the spot and has sanctioned Rs 10,000 for the treatment of the girl, officials said.

But few newspaper gave the wrong information and told that the incident took place at Puri Jagannath temple. After complaint of viewers they changed it to Baripada. some sample are here

 

Playing with their emotion is not a good sign at all. Please share your views here.