Bruce lee of Odisha. Odisha boy Satyapira Pradhan Punch 398 times in one Minute and made history

ମାର୍ଶଲ ଆର୍ଟ ପଞ୍ଚିଂରେ ଗିନିଜ ବୁକରେ ରେକର୍ଡ କଲେ ଓଡିଆ ପୁଅ ! ଗୋଟିଏ ମିନିଟରେ ୩୯୮ ମୁଥ ମାରିଲେ କଳାହାଣ୍ଡିର ସତ୍ୟପୀର ମାର୍ଶଲ ଆର୍ଟ ପଞ୍ଚିଙ୍ଗରେ ଗିନିଜ ବୁକ୍ ରେକର୍ଡ଼ କଲେ ଓଡ଼ିଆ ପୁଅ ସତ୍ୟପୀର ପ୍ରଧାନ । ଗୋଟିଏ ମିନିଟରେ ୩୯୮ ଥର ମୁଥ ମାରି ରେକର୍ଡ କରିଛନ୍ତି କଳାହାଣ୍ଡି ଭବାନୀପାଟଣାର ସତ୍ୟପୀର । ପୂର୍ବରୁ ଗୋଟିଏ ମିନିଟରେ ୩୭୭ ଥର ପଞ୍ଚିଙ୍ଗ କରିଥିଲେ ମହମ୍ମଦ ରସିଦ । ହାଇଟେକର ମେଡ଼ିକାଲ କ୍ୟାମ୍ପସରେ ଚାଲିଥିଲା ପ୍ରତିଯୋଗୀତା । ତେବେ ସତ୍ୟପୀରଙ୍କ ଭିଡିଓ କ୍ଲିପିଂକୁ ଯାଂଚ କରି ବିଜେତା ଘୋଷଣା କରାଯାଇଛି ।

0
1564

Satyapira Padhan, A young man from Bhabanipatana crates history today by punching 398 times in one minute in Martial Art and enters Guinness Book of World Records. Before Satyapir, Md. Rasheed from Pakistan punches 377 times and created a record but today Sayapira beat him and made Odisha ans well as India proud.

watch his interview and share your wishes to him