No LPG subsidy from March

ଆସନ୍ତାବର୍ଷରୁ ମହଙ୍ଗା ହେବ ରୋଷେଇ ଗ୍ୟାସ । କାରଣ ମାର୍ଚ୍ଚ ସୁଦ୍ଧା ରନ୍ଧନ ଗ୍ୟାସ ଉପରୁ ସବସିଡିକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ପୂର୍ବ ନିର୍ଦ୍ଦେଶ ଅନୁସାରେ ୨୦୧୬ ଜୁଲାଇରୁ ସିଲିଣ୍ଡର ପିଛା ପ୍ରତିମାସ ୨ ଟଙ୍କା ଲେଖାଏ ଦର ବୃଦ୍ଧି କରୁଥିଲେ ତୈଳ କମ୍ପାନି । ତେବେ ଗତ ଜୁଲାଇରେ ଏକାଥରକେ ସିଲିଣ୍ଡର ପିଛା ଦର ୩୨ ଟଙ୍କା ବୃଦ୍ଧି କରାଯାଇଥିଲା । ଯାହା ଗତ ୬ବର୍ଷରେ ସର୍ବାଧିକ ଭୁବନେଶ୍ୱରରେ ବର୍ତ୍ତମାନ ୧୪.୫ କେଜିର ଏଲପିଜି ସିଲିଣ୍ଡର ଦର ୫୮୬ ଟଙ୍କା ୫୦ ପଇସା ରହିଛି । କେନ୍ଦ୍ର ସରକାର ଏହା ଉପରେ ୧୦୧ ଟଙ୍କାର ସବସିଡି ଦେଉଛନ୍ତି । ଅର୍ଥାତ ଆପଣ ଗୋଟିଏ ରିଫିଲ୍ ସିଲିଣ୍ଡର ବାବଦରେ ଦେଉଛନ୍ତି ୪୮୫ ଟଙ୍କା ୫୦ ପଇସା । କିନ୍ତୁ ଆଗାମୀ ମାର୍ଚରୁ ସବସିଡି ବନ୍ଦ ହୋଇଗଲେ ସେହି ୫୮୬ ଟଙ୍କା ୫୦ ପଇସାରେ ହିଁ କିଣିବେ । ତେଣୁ ସିଲିଣ୍ଡର ପିଛା ଆପଣଙ୍କୁ ୧୦୧ଟଙ୍କାର ଅତିରିକ୍ତ ବୋଝ ପଡିବ ।

0
1339
A worker unloads liquefied petroleum gas (LPG) cooking cylinders from a supply truck outside a distribution centre in the western Indian city of Ahmedabad February 19, 2015. India may slash its food and fuel subsidy bill by about $8 billion in next week's budget, two sources said, but despite the impressive headline, the cut is not as radical as free market champions had hoped for in Prime Minister Narendra Modi's first full budget. REUTERS/Amit Dave (INDIA - Tags: BUSINESS ENERGY POLITICS) - RTR4QDPH

Govt has asked OMCs to increase LPG prices by Rs 4 every month till entire subsidy is removed. Union Petroleum and Natural Gas Minister Dharmendra Pradhan on Monday ordered state-run oil companies to increase LPG prices by Rs 4 every month till the entire subsidy is removed.

Last year in July, the Centre had ordered to increase the prices by Rs. 2 every month but the hike has now been doubled. The increase in LPG prices has raised burden on common people amid the ongoing inflation. If the skyrocketed tomato prices were not enough of a shock, the government has now tightened the noose around cooking gas as well.