Odisha FB suicide video: Here’s what wife of deceased said in her defence

ଫେସବୁକରେ ଆତ୍ମହତ୍ୟା କରିଥିବା ଯୁବକଙ୍କ ପତ୍ନୀ କନକ ନ୍ୟୁଜ ଆଗରେ ମୁହଁ ଖୋଲିଛନ୍ତି । ପୁରୀର ଯୁବକ ଆଣିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ତାଙ୍କ ସ୍ୱାମୀ ଆଣିଥିବା ଅଭିଯୋଗର କୌଣସି ସତ୍ୟତା ନାହିଁ । ସଫ୍ଟୱେର ଇଞ୍ଜିନିୟର କହି ତାଙ୍କୁ ବିବାହର କରାଯାଇଥିଲା । କିନ୍ତୁ ସେ ବେଙ୍ଗୁଲୁରରେ ଅନ୍ୟ କାମ କରୁଥିଲେ । ଜଗତସିଂହପୁରର ଯୁବକ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ତାଙ୍କ ସହ ପରିବାର ଲୋକେ ବିବାହ ଠିକ୍ କରିଥିଲେ । କିନ୍ତୁ କୌଣସି କାରଣରୁ ଏହା ହୋଇପାରିନଥିଲା ।

0
35599

Puri: Couple of days after a person of Odisha’s Puri district committed suicide over his wife’s alleged extramarital affair and posted a video on Facebook in this regard, the woman has defended herself saying that she was not involved in such an affair.

“Prior to tying the knot with my husband Santanu Patra, my marriage was fixed by my family with Amaresh Swain of Jagatsinghpur, with whom he was suspecting me of having an extramarital affair. There was no such relation of mine with Amaresh after marriage,” she said in a video.

On the other hand, Puri SP Sarthak Sarangi said in a press conference that the wife of deceased Santanu Patra and Amaresh Swain will be brought under the purview of the investigation for questioning.

As per the complaint of the deceased’s mother, an unnatural death case has been registered into the incident.

also read Suspecting wife’s fidelity, Odisha man posts video on FB before committing suicide

ଫେସବୁକ ଆତ୍ମହତ୍ୟା ଘଟଣାର ମୁହଁ ଖୋଲିଲେ ପତ୍ନୀ : କହିଲେ, ଅନ୍ୟ ଯୁବକଙ୍କ ସହ ନଥିଲା କିଛି ବି ସମ୍ପର୍କ , ଭୁଲ ତଥ୍ୟ ଦେଇ କରାଇଥିଲେ ବାହାଘର