Om Puri, Veteran Actor And Padma Shri Winner Dies Of Heart Attack At 66

ଗୁରୁବାର ସନ୍ଧ୍ୟାରେ ହୃଦ୍‌ଘାତ ଯୋଗୁଁ ଖ୍ୟାତିସମ୍ପନ୍ନ ବଲିଉଡ୍‌ ଅଭିନେତା ଓମ୍‌ ପୁରିଙ୍କ ଦେହାନ୍ତ ହୋଇଯାଇଛି। ତାଙ୍କର ଘନିଷ୍ଠ ବନ୍ଧୁ ଚଳଚ୍ଚିତ୍ର ନିର୍ମାତା ଅଶୋକ ପଣ୍ଡିତ ପ୍ରଥମେ ଟ୍ଵିଟର୍‌ ଯୋଗେ ଏହି ବିୟୋଗାନ୍ତ ଘଟଣାର ସୂଚନା ଦେଇଥିଲେ। ଗତ ସନ୍ଧ୍ୟାରେ ପୁରି ଏକ ସୁଟିଂରୁ ଫେରିଥିଲେ। ଶୁକ୍ରବାର ସକାଳେ ତାଙ୍କ ଡୋର୍‌ ବେଲ୍‌ ବଜାଇ କୌଣସି ଉତ୍ତର ନ ପାଇବାରୁ ଡ୍ରାଇଭର୍‌ ପାଟି ଚିଲାଇ ଥିଲା। ପଦ୍ମଶ୍ରୀ ବିଭୂଷିତ ୬୬ ବର୍ଷିୟ ଓମ୍‌ ପୁରି ଅର୍ଦ୍ଧ ସତ୍ୟ, ଆକ୍ରୋଶ, ଜାନେ ଭି ଦୋ ୟାରୋଁ, ଭବାନୀ ଭାବି, ମିର୍ଚ୍‌ ମଶଲା ଏବଂ ଧାରାବି ଆଦି ଚଳଚ୍ଚିତ୍ରରେ ବଳିଷ୍ଠ ଅଭିନୟ କରି ଲୋକପ୍ରିୟତା ଅର୍ଜନ କରିଥିଲେ।

0
7513

NEW DELHI: Om Puri, one of the most versatile actors in India and Padma Shri winner, has died at 66.

Tweets this morning announced that he had died of a heart attack.

The veteran actor starred in several award winning Indian movies and also featured in crossover ventures.
His popularity soared after his iconic roles in films like “Ardh Satya”, “Jaane Bhi Do Yaaron” and “Paar”.

Om Puri was born in Ambala, Haryana. His father worked in the railways and in the Indian Army.

He graduated from the Film and Television Institute of India, Pune. He was also an alumnus of the 1973 class of the National School of Drama where Naseeruddin Shah was a fellow student.