RBI to issue new Rs 10 notes soon with high security features

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଖୁବ୍‌ ଶୀଘ୍ର ନୂଆ ୧୦ଟଙ୍କିଆ ନୋଟ ବଜାରକୁ ଛାଡ଼ିବ। ଏହି ନୂତନ ନୋଟ୍‌ କିଭଳି ନକଲ ହୋଇ ନପାରିବ ସେଥିପ୍ରତି ଅତ୍ୟନ୍ତ ଗୁରୁତ୍ୱ ଦିଆଯାଇଛି। ଏହାର ‘ସିକ୍ୟୁରିଟି ଫିଚର’ ଉପରେ ଗୁରୁତ୍ୱ ଦେଇଛି ଆର୍‌ବିଆଇ।୨୦୦୫ ମସିହାରେ ବଜାରକୁ ଛଡ଼ା ଯାଇଥିବା ମହାତ୍ମାଗାନ୍ଧୀ ସିରିଜ୍‌ର ୧୦ ଟଙ୍କିଆ ନୋଟ୍‌ରେ କିଛି ପରିବର୍ତ୍ତନ କରାଯାଇଛି । ନୂଆ ନୋଟ୍‌ର ଉଭୟ ପଟ ନମ୍ବର ପାନେଲ୍‌ରେ ଇଂରାଜୀ ଏଲ୍‌ ଅକ୍ଷର ଇନ୍‌ସେଟ୍‌ ହେବ। ଏହି ନୂଆ ୧୦ ଟଙ୍କିଆରେ ଆର୍‌ବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ୍‌ଙ୍କ ସ୍ୱାକ୍ଷର ରହିବ। ନୂତନ ୫୦୦ ଓ ୨୦୦୦ଟଙ୍କିଆ ନୋଟ୍‌ ଭଳି ଏହି ନୂଆ ୧୦ ଟଙ୍କିଆ ନୋଟ୍‌ରେ ନମ୍ବର ପାନେଲ୍‌ରେ ସଂଖ୍ୟାଗୁଡ଼ିକ ବାମରୁ ଡାହାଣକୁ ଛୋଟରୁ ବଡ଼ କ୍ରମରେ ରହିବ।

0
1426

The RBI said the banknotes in the Mahatma Gandhi series-2005 are to carry inset letter ‘L’ on both number panels, bearing the signature of Governor Urjit Patel.

The year of printing, 2017, will be on the reverse side of the note. Among other features, numerals on both the panels will be in ascending size from left to right.

The first three alpha numeric characters (prefix) will remain constant in size.

All the Banknotes in the denomination of Rs10 issued by the Bank in the past will continue to be legal tender,” RBI clarified.

This development comes months after demonetisation. The implementation and circulation of new notes by the RBI, however, was criticised by political opponents.