Selfie Craze Claims Engineering Student’s Life

ବାଲିଜୁରି ରେଲ୍‌ୱେ ମାଲଗୋଦାମ ନିକଟରେ ଆଜି ସକାଳ ପ୍ରାୟ ସାତଟା ବେଳେ ଏକ ଟ୍ରେନ୍‌ରେ ଚଢ଼ି ସେଲ୍‌ଫି ନେଉଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଇଂଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରାଜପାଲ ଗୌରବ ପାତ୍ର। ସେ ସ୍ଥାନୀୟ ଏକ ସରକାରୀ ଇଞ୍ଜିନିୟରିଂ କଲେଜର ତୃତୀୟ ବର୍ଷର ଡିପ୍ଲୋମା ଛାତ୍ର ବୋଲି ଜଣାପଡ଼ିଛି। ତାଙ୍କ ଘର କୋରାପୁଟରେ। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୌରବଙ୍କ ପୂରା ଶରୀର ଜଳି ଯାଇଛି।

0
8240

A youth was electrocuted reportedly while taking selfie after climbing atop a train bogie at Balijuri railway godown in Odisha’s Jharsuguda district this morning.

2017_1$largeimg13_Jan_2017_121040147

The deceased was identified as Rajpal Gaurav Patra, a third-year diploma student of Jharsuguda Engineering School.

According to reports, the victim came in contact with a high-voltage electric wire above the train while taking the photo and died on the spot.

Another student of the same engineering school identified as Lokesh Das sustained injuries during the incident and was admitted to hospital.