Shocking! Union Minister Jual Oram’s PA carries his shoes

ଆଜି ସକାଳେ କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଜୁଏଲ ଓରାମ ରାୟଗଡ଼ା ଜିଲ୍ଲାରେ ଏକ କର୍ମୀ ସମାବେଶରେ ଯୋଗ ଦେବାକୁ ଆସିଥିଲେ। ଏହି କର୍ମୀ ସମାବେଶ ନିକଟସ୍ଥ ଏକ ଶିବ ମନ୍ଦିର ନିକଟରେ ଆୟୋଜିତ ହୋଇଥିଲା। ମନ୍ତ୍ରୀ ଶ୍ରୀ ଓରାମ ଶିବମନ୍ଦିରକୁ ଜୋତା ଖୋଲି ଦର୍ଶନ କରିବାକୁ ଯାଇଥିଲେ। ଦର୍ଶନ ସାରି ନିକଟସ୍ଥ ମଣ୍ଡପରେ ଯେଉଁଠାରେ କର୍ମୀ ସମାବେଶ ହେଉଥିଲା, ସେଠାକୁ ଯାଇଥିଲେ। ମାତ୍ର ଶ୍ରୀ ଓରାମ ଆଉ ଜୋତା ପିନ୍ଧି ନ ଥିଲେ। ଖାଲିଗୋଡ଼ରେ ସେ ଶିବ ମନ୍ଦିରକୁ ଯାଇଥିବା ବେଳେ ସେହି ଖାଲିପାଦରେ କର୍ମୀ ସମାବେଶସ୍ଥଳ ମଣ୍ଡପକୁ ଚାଲି ଆସିଥିଲେ। ତେଣୁ ଶ୍ରୀ ଓରାମଙ୍କର ଜଣେ କର୍ମଚାରୀ ତାଙ୍କ ଜୋତା ଧରି ପଛରେ ଚାଲିଚାଲି ଯାଇଥିଲେ। ଏହି ଦୃଶ୍ୟ ବହୁ ଲୋକ ଦେଖିବା ପରେଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

0
931

Rayagada: Senior BJP leader and Union Tribal Affairs Minister Jual Oram is in news again, though for wrong reasons. A photograph of one of his staff carrying his shoes has raised many eyebrows while the heavyweight was on his way to attend a meeting in Odisha.

The Union Minister was here today to attend a party workers’ meeting where members from Koraput parliamentary constituency participated in it.

Prior to attending the meeting, Oram and other party leaders went to seek the blessing of Lord Shiva and took off his shoes there.

After paying obeisance at the temple, the minister didn’t wear his shoes and proceeded towards the meeting venue 100 m away from the temple.

While Oram chose to walk bare foot, one of his Personal Assistants (PA) identified as Niranjan Behera picked up the former’s shoes and followed him till the Kalyan Mandap – the meeting venue. Click here to read mor jual-oram-walking-bare-foot

pic credit - Odisha Suntimes
pic credit – Odisha Suntimes